କ୍ରିୟାଦ୍ବେଷୀ
ଦେଖଣା
କ୍ରିୟାଦ୍ବେଷୀ —
ଉଚ୍ଚାରଣ: Kriyādweshī
ସଂ. ବି. —
(ସ୍ମୃତି) ଯେଉଁ ସାକ୍ଷୀ ସ୍ବପକ୍ଷର ସ୍ବାର୍ଥ ବିରୁଦ୍ଧରେ ସାକ୍ଷ ଦିଏ —(Hindu law) A witness whose evidence is prejudical to the party which cites him.