Jump to content

କ୍ରୀଡ଼ନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୀଡ଼ନ
ଉଚ୍ଚାରଣ: Kaīṟḍ̠ana

ସଂ. ବି. (କ୍ରୀଡ଼ ଧାତୁ+ଭାବ. ଅନ) —

୧: ଖେଳିବା — ୧. Playing.

୨: ଖେଳ —୨. Play; sport.

୩: (+କରଣ ଅନ) ଖେଳିବାର ଉପକରଣ — ୩. Sporting meterials.