Jump to content

କ୍ରୀଡ଼ନକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୀଡ଼ନକ
ଉଚ୍ଚାରଣ: Krīṟḍ̠anaka

ସଂ. ବି. (କ୍ରୀଡ଼ ଧାତୁ+କରଣ. ଅନ+ଅକ) —

କ୍ରୀଡ଼ାବସ୍ତୁ; ଖେଳନା —A toy.

ରେ ବାଯୁ କ୍ରୀଡ଼ନକ ମୁଁହିଁ ତୋହର ମଧୁସୂଦନ. କବିତା