Jump to content

କ୍ରୀଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୀଡ଼ା
ଉଚ୍ଚାରଣ: Krīṟḍ̠ā

ସଂ. ବି. (କ୍ରୀଡ଼ ଧାତୁ+ଭାବ. ଅ+ସ୍ତ୍ରୀ. ଆ) —

୧: ଖେଳ — ୧. Play; sports; games.

୨: ତମାସା; ତାମସା; ଆମୋଦପ୍ରମୋଦ — ୨. Amusements; pastimes.

୩: ଖେଳିବା —୩. Act of playing.

ବାସ୍ତୁରୀ କ୍ରୀଡ଼ା ଚଉଷଠି ପରିବନ୍ଦ ସାରଳା. ମହାଭାରତ. ଉଦ୍ଯୋଗ

୪: ଥଟ୍ଟା; ପରିହାସ —୪. Jesting; joke.

୫: ଅବଜ୍ଞା —୫. Slight; disregrd.

୬: ଖେଳନା —୬. Play-thing.

୭: ଖେଳର ସରଞ୍ଜାମ —୭. Playing meterials.

୮: ମଲ୍ଲକ୍ରୀଡ଼ା; କସରତ — ୮. Gymnastics; feats of strength.

୯: ଜଳକେଳି —୯. Sports in water.