କ୍ରୀଡ଼ାକୂତ
ଦେଖଣା
କ୍ରୀଡ଼ାକୂତ —
ଉଚ୍ଚାରଣ: Krīṟḍ̠ā k&aline;&uline;yuka
ସଂ. ବି. (କ୍ରୀଡ଼ା+କୌତୁକ) —
୧: ଖେଳ; ପରିହାସ — ୧. Pastime; sport.
୨: ନାନା ପ୍ରକାର କ୍ରୀଡ଼ା ବା ତାମସା — ୨. Sports; various amusements.
୩: ବୃଥା କୌତୂହଳ —୩. Wanton curiosity.
୪: କ୍ରୀଡ଼ାରୁ ଉତ୍ପନ୍ନ ଆମୋଦ —୪. Amusement or pleasure derived from sports.
୫: ରତିକ୍ରୀଡ଼ା —୫. Sexual intercourse.
୬: ଖେଳିବା ନିମନ୍ତେ ଆଗ୍ରହ — ୬. Amusement for amusement's sake.
୭: ବୃଥା କୌତୁକ —୭. Wanton amusement.