କ୍ରୀଡ଼ାନିରତ
ଦେଖଣା
କ୍ରୀଡ଼ାନିରତ —
ଉଚ୍ଚାରଣ: Krīṟḍ̠ānirata
(କ୍ରୀଡ଼ାନୀରତ—ସ୍ତ୍ରୀ)
ସଂ. ବିଣ. ପୁଂ (୭: ମୀ ତତ୍; କ୍ରୀଡ଼ା+ନିରତ) —
୧: କ୍ରୀଡ଼ାରେ ସର୍ବଦା ରତ — ୧. Addictedf to sports; gamesome; playful.
୨: ଖେଳରେ ଲାଗିଥିବା; ଖେଳୁଥିବା — ୨. Engaged in sports.