କ୍ରୀଡ଼ାପୁତ୍ତଳି
ଦେଖଣା
କ୍ରୀଡ଼ାପୁତ୍ତଳି —
ଉଚ୍ଚାରଣ: Krīṟḍ̠āputtaḻi
ସଂ. ବି. (ମ. ପ. ଲୋ.କ୍ରୀଡ଼ା+ପୁତ୍ତଳି) —
୧: ଖେଳ କଣ୍ଢେଇ —୧. Dolls.
୨: (ଲକ୍ଷଣାର୍ଥେ) ପରବୁଦ୍ଧରେ ଚାଳିତ ବ୍ୟକ୍ତି — ୨. (figurative) A person guided by the a dvice of another;a puppet.
(ଯଥା— ରାଜା ମନ୍ତ୍ରୀଙ୍କ ହସ୍ତର କ୍ରୀଡ଼ାପୁତ୍ତଳି ହେଇଅଛନ୍ତି)