କ୍ରୀଡ଼ାବସର
ଦେଖଣା
କ୍ରୀଡ଼ାବସର —
ଉଚ୍ଚାରଣ: Krīṟḍ̠ābasara
ସଂ. ବି. (୬: ଷଷ୍ଠୀ ତତ୍; କ୍ରୀଡ଼ା+ଅବସର) —
୧: କ୍ରୀଡ଼ା କରିବା ନିମନ୍ତେ ଛାତ୍ରାଦିଙ୍କୁ ଦିଆଯିବା ଅବସର; ଖେଳଛୁଟି —୧. Leisure;holiday;time allowed for recreation after strenuous work.
୨: କ୍ରୀଡ଼ା ମଧ୍ୟରେ ଘଟିବା ବିରାମ — ୨. Interval in the midst of sports.
୩: କ୍ରୀଡ଼ାର ଶେଷ —୩. The finish of a game.