କ୍ରୀଡ଼ାମୃଗ
ଦେଖଣା
କ୍ରୀଡ଼ାମୃଗ —
ଉଚ୍ଚାରଣ: Krīṟḍ̠āmṛuga
ଦେ. ବି —
ପୋଷାଜୀବ — Tame or domesticated creature.
ସେ କ୍ରୀଡ଼ାମୃଗ ଜୀବ ପ୍ରାୟ ତା ବଶେ ଧର୍ମ କଲା କ୍ଷପ ଜଗନ୍ନାଥ. ଭାଗବତ
ସଂ. ବି —
୧: ଖେଳିବା ପାଇଁ ନିର୍ମିତ ମୃଗ ମୂର୍ତ୍ତି — ୧. A toy—deer.
୨: କୌତୁକାର୍ଥ ପାଳିତ ମୃଗ — ୨. A deer kept for pleasure.