Jump to content

କ୍ରୀଡ଼ୋଦ୍ଯାନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୀଡ଼ୋଦ୍ୟାନ
ଉଚ୍ଚାରଣ: Krīṟḍ̠odyāna

ସଂ. ବି. (ମ. ପ. ଲୋ. କ୍ରୀଡ଼ା;+ଉଦ୍ୟାନ) —

ମନୋରଞ୍ଜୋନ ନିମନ୍ତେ ପ୍ରସ୍ତୁତ ବା ସଜ୍ଜିତ ଉପବନ; ଖୁସ୍ବାଗାନ୍ — Pleasure-garden; park.