କ୍ରୀଡାମଯୂର
ଦେଖଣା
କ୍ରୀଡାମୟୂର —
ଉଚ୍ଚାରଣ: Krīṟḍ̠āmayūra
ସଂ. ବି. (ମ. ପ. ଲୋ. କ୍ରୀଡ଼ା+ମୟୂର) —
୧: ଖେଳିବା ନିମନ୍ତେ ନିର୍ମିତ ମୟୂର ମୂର୍ତ୍ତି — ୧. A toy-peacock.
୨: କୌତୁକାର୍ଥ ପାଳିତ ମୟୂର — ୨. A peacock kept for pleasure.
[ଦ୍ର— ଏହିପରି କ୍ରୀଡ଼ାମୃଗ, କ୍ରୀଡ଼ାଶୁକ ଆଦି ଶବ୍ଦ ହୁଏ]