Jump to content

କ୍ରୀତକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୀତକ
ଉଚ୍ଚାରଣ: Krītaka

ସଂ. ବିଣ. (କ୍ରୀତ+କ) —

ଖରିଦଦ୍ବାରା ପ୍ରାପ୍ତ — Got by purchase.

ସଂ. ବି —

କ୍ରୀତ ପୁତ୍ର — A son affiliated to a person by purchase from his father.