କ୍ରୀତାନୁଶଯ
ଦେଖଣା
କ୍ରୀତାନୁଶୟ —
ଉଚ୍ଚାରଣ: Krītānuṡaya
ସଂ. ବି. —
(ହିନ୍ଦୁସ୍ମୃତି) କିଣିଥିବା ପଦାର୍ଥକୁ କେତେକ ଆଇନ୍ସଙ୍ଗତ କାରଣରୁ ବିକ୍ରେତାଙ୍କୁ ଫେରାଇ ଦେବା; ଆଇନସଙ୍ଗତ କାରଣରୁ କ୍ରୟକୁ ରଦ୍ କରିବା — (Hindu law)The recision of a sale; the return of a purchased article to the seller on account of some legal flaw; the legal nullification of a sale-transaction.