କ୍ରୀତ ପୁତ୍ର
ଦେଖଣା
କ୍ରୀତ ପୁତ୍ର —
ଉଚ୍ଚାରଣ: Krītaputra
ସଂ. ବି. ପୁଂ. (କର୍ମଧା;କ୍ରୀତ+ପୁତ୍ର) —
ପିଲାର ବାପମାଆଙ୍କୁ କିଛି ଧନ ଦେଇ ଆଣି ଶିଶୁ— କାଳରୁ ଆପଣାର ପୁଅ ପରି ପାଳଇଥିବା ପୁତ୍ର — An adopted son brought up from childhood by the adopter after paying some consideration to his parents.
[ଦ୍ର—ଏ ଶ୍ରେଣୀର ପୁତ୍ର ହିନ୍ଦୁସ୍ମୃତି ବର୍ଣ୍ଣିତ ବାର ଶ୍ରେଣୀର ପୁତ୍ର ମଧ୍ୟରୁ ଏକତମ]