Jump to content

କ୍ରୀ (ଧାତୁ)

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୀ (ଧାତୁ)
ଉଚ୍ଚାରଣ: Krī (root)

ସଂ. (ତୁଳ; ଫା. ଖରିଦ୍) —

୧: କିଣବା — ୧. To purchase; to buy.

୨: ବିନିମୟ କରିବା; ବଦଳାଇବା — ୨. To barten; to exchange.

୩: ଜିଣିବା —୩. To win.

୪: ବଶ କରିବା — ୪. To bring under control; to subjugate