କ୍ରୁଜର
ଦେଖଣା
କ୍ରୁଜର —
ଉଚ୍ଚାରଣ: Krujar
ক্রুজর
कुजर
ବୈଦେ. ବି. (ଇଂ. କ୍ରୁଇଜର)— ଏକପ୍ରକାର ଛୋଟ ଯୁଦ୍ଧଜାହାଜ; ଯେଉଁ ଛୋଟ ଯୁଦ୍ଧ— ଜାହାଜ ଶତ୍ରୁପକ୍ଷୀୟ ଜାହାଜ ନିକଟବର୍ତ୍ତୀ କୌଣସି ସ୍ଥାନରେ ଅଛି କି ନାହିଁ ଏହା ଅନୁସନ୍ଧାନ କରି ସମୁଦ୍ରରେ ଘୁରି ବୁଲୁଥାଏ —A cruiser.