କ୍ରୁଞ୍ଚ୍
ଦେଖଣା
କ୍ରୁଞ୍ଚ୍ (ଧାତୁ) —
ଉଚ୍ଚାରଣ: Kruṇch (root)
ସଂ —
୧: ବକ୍ର କରିବା — ୧. To bend; to make croocked.
୨: ବକ୍ର ହେବା — ୨. To become croocket
୩: କମିଯିବା —୩. To shrink.
୪: କମାଇବା —୪. To lessen.
୫: ନିକଟକୁ ଗମନ କରିବା — ୫. To approach;to go up to.