Jump to content

କ୍ରୁଦ୍ଧ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୁଦ୍ଧ
ଉଚ୍ଚାରଣ: Kruddha
(କ୍ରୁଦ୍ଧା—ସ୍ତ୍ରୀ)

ସଂ. ବିଣ. ପୁଂ. (କ୍ରୁଧ ଧାତୁ=ରାଗିବା କର୍ତ୍ତୃ. ତ) —

କୁପିତ; ରୁଷ୍ଟ;ରାଗଯୁକ୍ତ;ରାଗାନ୍ବିତ — Enraged; angry.

ସଂ. ବି. (କ୍ରୁଧ ଧାତୁ +ଭାବ.ତ) —

କ୍ରୋଧ; ରୋଗ — Anger; rage.