Jump to content

କ୍ରୁରକର୍ମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୁରକର୍ମା
ଉଚ୍ଚାରଣ: Krūrakarmā

ସଂ. ବିଣ. ପୁଂ. (ବହୁବ୍ରୀହୀ;କ୍ରୁର+କର୍ମନ;୧: ମା.୧: ବ.) —

୧: ନିଷ୍ଠୁର କାର୍ୟ୍ୟକାରୀ — ୧. Doing deeds of cruelty.

କ୍ରୁରକର୍ମା ହୋଇ ଜଗତେ ହେବ ବିଖ୍ୟାତ କୃଷ୍ଣସିଂହ ମହାଭାରତ. ବନ

୨: ସ୍ବଭାବତଃ ନିର୍ଦ୍ଦୟ — ୨. Unrelenting; cruel by nature.