Jump to content

କ୍ରୁରଦୃକ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୁରଦୃକ୍
ଉଚ୍ଚାରଣ: Krūradṛuk

ସଂ. ବି. (କ୍ରୁର+ଦୃଶ୍ ଧାତୁ+କ୍ବିପ୍;୧: ମା.୧: ବ.) —

୧: ମଙ୍ଗଳଗ୍ରହ — ୧. The planet Mars (Apte).

୨: ଶନିଗ୍ରହ —୨. The planet Saturn.

[ଦ୍ର—ଫଳିତ ଜ୍ଯୋତିଷ ମତରେ ମଙ୍ଗଳ ଓ ଶନି ଗ୍ରହର ଦଶା ମନ୍ଦ ଅଟେ]