Jump to content

କ୍ରୁଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୁଶ (ଧାତୁ) —
ଉଚ୍ଚାରଣ: Kruṡ (root)

ସଂ. —

୧: କାନ୍ଦିବା — ୧. To cry.

୨: ଚିତ୍କାର କରି କାନ୍ଦିବା — ୨. To lament; to bewail.

୩: ଚିତ୍କାର କରିବା —୩. To cry out.