କ୍ରୂରରାବୀ
ଦେଖଣା
କ୍ରୂରରାବୀ —
ଉଚ୍ଚାରଣ: Krūrarābī
(କ୍ରୂରରାବିନୀ—ସ୍ତ୍ରୀ)
ସଂ. ବିଣ. ଫୁ (କ୍ରୁର+ରାବ+ଇନ୍; ୧: ମା. ୧: ବ.) —
ଯେ କଠୋର ଶବ୍ଦ କରେ — Making a harse a harsh sound.
ସଂ. ବି. —
କୁଆ —Crow.
କ୍ରୂରରାବୀ —
ଉଚ୍ଚାରଣ: Krūrarābī
(କ୍ରୂରରାବିନୀ—ସ୍ତ୍ରୀ)
ସଂ. ବିଣ. ଫୁ (କ୍ରୁର+ରାବ+ଇନ୍; ୧: ମା. ୧: ବ.) —
ଯେ କଠୋର ଶବ୍ଦ କରେ — Making a harse a harsh sound.
ସଂ. ବି. —
କୁଆ —Crow.