Jump to content

କ୍ରେୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରେୟ
ଉଚ୍ଚାରଣ: Kreya

ସଂ. ବିଣ. (କ୍ରୀ ଧାତୁ=କିଣିବା+କର୍ମ. ୟ) —

୧: ଖରିଦ୍ କରାଯିବାର ଯୋଗ୍ୟ — ୧. Purchasable.

୨: ୟାହା ଖରିଦ କରିବାକୁ ମିଳେ — ୨. Available for purchase.

୩: ଶସ୍ତା —୩. Cheap; not dear; available for a low price.