Jump to content

କ୍ରୋଡ଼ପତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୋଡ଼ପତି
ଉଚ୍ଚାରଣ: Kroṟṭapati
ক্রোড়পতি करेड़पति

ଦେ. ବି (ସଂ. କୋଟିପତି) —

ୟାହା ପାଖରେ ଏକ କୋଟି ଟଙ୍କା ଅଛି; କୋଟିପତି; ଅତୁଳ ଐଶ୍ବର୍ୟ୍ୟର ଅଧିକାରୀ; ଗଛିତ ବହୁଧନର ସ୍ବାମୀ —Millionaire. ଜଣେ ଶୁଣ୍ଢୀ ବିଳାପ କରି କହିଥିଲା, ମୋତିଶୀଳ ତୁଚ୍ଛା ବୋତଲ ବିକି କ୍ରୋଡ଼ପତି ଫକୀରମୋହନ. ଛମାଣଆଠଗୁଣ୍ଠ