କ୍ରୋଡ଼ସ୍ଥ
ଦେଖଣା
କ୍ରୋଡ଼ସ୍ଥ —
ଉଚ୍ଚାରଣ: Kroṟḍ̠astha
ସଂ. ବିଣ. (କ୍ରୋଡ଼+ସ୍ଥା ଧାତୁ+ଅ) —
୧: କୋଡ଼ରେ ଥିବା — ୧. In the lap.
୨: କୋଡ଼ର; ଅବଧି ମାତୃକୋଳ ଛାଡ଼ି ନ ଥିବା (ଶିଶୁ) — ୨. Still carried in the mother's arm's very young (infant).
୩: କୌଣସି ବସ୍ତୁର ଭିତରେ ଥିବା — ୩. Situated inside a thing (Apte).