Jump to content

କ୍ରୋଧକଷାୟିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୋଧକଷାୟିତ
ଉଚ୍ଚାରଣ: Krodhakashāyita

ସଂ. ବିଣ. (୩: ୟା ତତ୍; କ୍ରୋଧ+କଷାୟିତ) —

ରାଗରେ ନାଲି ପଡ଼ିଥିବା; ରାଗ ଯୋଗୁଁ ନାଲି ହୋଇଥିବା (ମୁହଁ ବା ଆଖି) — (face or eyes) Tinged red owing to a fit of anger.