Jump to content

କ୍ରୋଧନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୋଧନ
ଉଚ୍ଚାରଣ: Krodhana
(କ୍ରୋଧନା—ସ୍ତ୍ରୀ)

ସଂ. ବିଣ. ପୁଂ. (କ୍ରୁଧ ଧାତୁ+କତ୍ତୃ. ଅନ) —

୧: ଚିଡ଼ା; ଚିଡ଼ଲ; କ୍ରୋଧୀ; ରାଗୀ — ୧. Wrathful; angry.

ଅଟନ୍ତି ସେହି ଋଷି ଅତ୍ୟନ୍ତ କ୍ରୋଧନ ସାରଳା. ମହାଭାରତ. ଆଦି

୨: ସହସା ୟାହାର କ୍ରୋଧ ଜନ୍ମେ; ବଦ୍ରାଗୀ — ୨. Passionate; evil-tempered.

୩: କ୍ରୋଧ ସ୍ବଭାବ ଯୁକ୍ତ — ୩. Given to sudden fits of anger; ill-tempered.

୪: ଦ୍ବେଷ ଯୁକ୍ତ —୪. Malicious.

ସଂ. ବି. (କ୍ରୁଧ ଧାତୁ+କତ୍ତୃ. ଅନ) —

୧: ମହାଦେବଙ୍କ ଅନୁଚର ଉଗ୍ରପ୍ରକୃତିକ ଭୈରବବିଶେଷ — ୧. Name of a class of ferocious attendants of Mahādeba.

୨: କୌଶିକଙ୍କର ଜଣେ ପୁତ୍ର — ୨. Name of a son of K&aline;&uline;ṡika

୩: ରାଗିବା —୩. Being angy.

୪: ରାଗ —୪. Anger (M.W.)