Jump to content

କ୍ରୋଧନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୋଧନା
ଉଚ୍ଚାରଣ: Krodhanā

ସଂ. ବିଣ. ସ୍ତ୍ରୀ (କ୍ରୋଧନ+ସ୍ତ୍ରୀ. ଆ) —

କ୍ରୋଧନର ସ୍ତ୍ରୀ ଲିଙ୍ଗ — Famine of Krodhana.

ସଂ. ବି. ସ୍ତ୍ରୀ —

ଚଣ୍ଡପ୍ରକୃତି ସ୍ତ୍ରୀ —Vixen; a passionate women.