Jump to content

କ୍ରୋଧବହ୍ନି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୋଧବହ୍ନି
ଉଚ୍ଚାରଣ: Krodhabahni

ସଂ. ବି (ରୂପକ କର୍ମଧା; କ୍ରୋଧ+ବହ୍ନି) —

ନିଆଁ ପରି ଜଳିଉଠୁଥିବା ରାଗ; ଭୟଙ୍କର ରାଗ — Ferocious rage; fit of temper.