Jump to content

କ୍ରୋଧଭର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୋଧଭର
ଉଚ୍ଚାରଣ: Krodhabhara
(କ୍ରୋଧଭରା—ସ୍ତ୍ରୀ)

ସଂ. ବିଣ (କ୍ରୋଧ+ଭୃ ଧାତୁ=ପୋଷଣ କରିବା+କତ୍ତୃ. ଅ) —

କ୍ରୋଧାନ୍ବିତ —Enraged.

ଏଥୁ ଅନ୍ତେ ନକୁଳ ହୋଇ କ୍ରୋଧଭର ବୋଇଲେ ଶୁଣ ହେ ମୋ କଥା ନରବର—କୃଷ୍ନସିଂହ. ମହାଭାରତ.ବନ,