କ୍ରୋଧମୟ
ଦେଖଣା
(କ୍ରୋଧମଯରୁ ଲେଉଟି ଆସିଛି)
କ୍ରୋଧମୟ —
ଉଚ୍ଚାରଣ: Krodhamaya
(କ୍ରୋଧମୟୀ—ସ୍ତ୍ରୀ)
ସଂ. ବିଣ —
(କ୍ରୋଧ+ଆଧିକ୍ୟାର୍ଥେ ମୟ)—କ୍ରୋଧଭରା (ବାକ୍ୟ) —Full of anger; angry (word).
କ୍ରୋଧମୟ —
ଉଚ୍ଚାରଣ: Krodhamaya
(କ୍ରୋଧମୟୀ—ସ୍ତ୍ରୀ)
ସଂ. ବିଣ —
(କ୍ରୋଧ+ଆଧିକ୍ୟାର୍ଥେ ମୟ)—କ୍ରୋଧଭରା (ବାକ୍ୟ) —Full of anger; angry (word).