Jump to content

କ୍ରୋଧମିଶ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୋଧମିଶ୍ର
ଉଚ୍ଚାରଣ: Krodhamiṡra

ସଂ. (୩: ୟା ତତ୍; କ୍ରୋଧ+ମିଶ୍ର=ମିଶ୍ରିତ) —

କ୍ରୋଧାନ୍ବିତ — Enraged.

ରାବଣର ଅଜ୍ଞାତରେ ଅଶୀଏ ଶହସ୍ର, କିଙ୍କର ଚିତ୍ତଦେଶ କରି କ୍ରୋଧମିଶ୍ର କୃଷ୍ନସିଂହ. ମହାଭାରତ. ବନ