କ୍ରୋଧମୁଖ
ଦେଖଣା
କ୍ରୋଧମୁଖ —
ଉଚ୍ଚାରଣ: Krodhamukha
(କ୍ରୋଧମୁଖୀ—ସ୍ତ୍ରୀ)
ସଂ. ବି. (ମଧ୍ୟପଦଲୋପୀ; କ୍ରୋଧ+ମୁଖ) —
କ୍ରୋଧଜର୍ଜରିତ ମୁଖ —Face become fiery with anger; face inflamed with anger.
ସଂ. ବିଣ. ପୁଂ. (ବହୁବ୍ରୀହି)— ୟାହା ମୁଁହ କ୍ରୋଧରେ ଜଳି ଉଠୁଛି —With a face which has become fiery with anger.