କ୍ରୋଧରେ ଜଳିବା
ଦେଖଣା
କ୍ରୋଧରେ ଜଳିବା —
ଉଚ୍ଚାରଣ: Krodhare jaḻibā
ক্রোধো জা
क्रोधमेँजलना
ଦେ. କ୍ରି. (ସଂ. କ୍ରୋଧ+ଜ୍ବଳ ଧାତୁ) —
ଅତିଶୟ କ୍ରୁଦ୍ଧ ହେବା — To burn iwth rage.
ତା ଶୁଣି ଜରତ୍କାରୁ କ୍ରୋଧରେ ଜଳିଲା କୃଷ୍ନସିଂହ. ମହାଭାରତ. ଆଦି
କ୍ରୋଧରେ ଜଳିବା —
ଉଚ୍ଚାରଣ: Krodhare jaḻibā
ক্রোধো জা
क्रोधमेँजलना
ଦେ. କ୍ରି. (ସଂ. କ୍ରୋଧ+ଜ୍ବଳ ଧାତୁ) —
ଅତିଶୟ କ୍ରୁଦ୍ଧ ହେବା — To burn iwth rage.
ତା ଶୁଣି ଜରତ୍କାରୁ କ୍ରୋଧରେ ଜଳିଲା କୃଷ୍ନସିଂହ. ମହାଭାରତ. ଆଦି