Jump to content

କ୍ରୋଧାନ୍ଧ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୋଧାନ୍ଧ
ଉଚ୍ଚାରଣ: Krodhāndha
(କ୍ରୋଧାନ୍ଧା—ସ୍ତ୍ରୀ)

ସଂ. ବିଣ. ପୁଂ. (୩ୟା ତତ୍; କ୍ରୋଧ+ଅନ୍ଧ) —

କ୍ରୋଧ ଯୋଗୁ ବାହ୍ୟଜ୍ଞାନଶୂନ୍ୟ — Blind with a fit of rage.