କ୍ରୋଧୀ
ଦେଖଣା
କ୍ରୋଧୀ —
ଉଚ୍ଚାରଣ: Krodhī
(କ୍ରୋଧିନୀ—ସ୍ତ୍ରୀ)
ସଂ. ବିଣ. ପୁଂ. (କ୍ରୋଧ+ଇନ୍; ୧: ମା. ୧: ବ.)— ରାଗୀ; କ୍ରୋଧନ ସ୍ବଭାବ —Passionate; ill-tempered, evil-tempered.
କ୍ରୋଧୀ ରାଜା ହୋଇଲେ ଜଗତ ବଇରୀ ହୋଇଣ ନାଶ କରେ ଅଳପବେ ଶିରୀ କୃଷ୍ନସିଂହ. ମହାଭାରତ. ଶାନ୍ତି