ଶବ୍ଦାର୍ଥ:
କ୍ରୋଧୋଦ୍ଗମ — ଉଚ୍ଚାରଣ: Krodhadgama
ସଂ. ବି. (୬: ଷ୍ଠୀ ତତ୍; କ୍ରୋଧ+ଉଦ୍ଗମ) —
କ୍ରୋଧ ଉଠିବା Fit of rage or anger.