କ୍ରୋଧ ହେବା
ଦେଖଣା
କ୍ରୋଧ ହେବା —
ଉଚ୍ଚାରଣ: Krodhahebā
ক্রোধহওরা
क्रोधहोना
ଦେ. କ୍ରି.— (ସଂ. କ୍ରୁଦ୍ଧ) —
୧: କ୍ରୁଦ୍ଧ ହେବା; ରାଗାନ୍ବିତ ହେବା —To become angry.
୨: ଶୋକାନ୍ବିତ ହେବା — ୨. To be grieved.
ଦେ. ବି.— ମନରେ କ୍ରୋଧ ଉପୁଜିବା — Being angry; becoming angry.