ଶବ୍ଦାର୍ଥ:
କ୍ରୋର — ଉଚ୍ଚାରଣ: Krora
ସଂ. ବି (କ୍ରୂର+ଅ) —
କୁରର ପକ୍ଷୀ; ଚିଲ; ବାଜ — The fishing eagle; Osprey (bird).