କ୍ରୋର୍
ଦେଖଣା
କ୍ରୋର୍ —
ଉଚ୍ଚାରଣ: Kror
ଦେ. ବି (ସଂ. କୋଟିର ଅପଭ୍ରଂଶ ହି. କରୋଡ଼ ଓ ବଂ. କ୍ରୋର୍ ଶବ୍ଦର ଅନୁକରଣରେ ଇଂରାଜୀରେ କ୍ରୋର୍ ଶବ୍ଦ ଚଳିଅଛି) —
ଏକ କୋଟି —Ten millions.
ଦେ. ବିଣ —
ଏକ କୋଟି ସଂଖ୍ୟକ —Numbering ten millions.
କ୍ରୋର୍ —
ଉଚ୍ଚାରଣ: Kror
ଦେ. ବି (ସଂ. କୋଟିର ଅପଭ୍ରଂଶ ହି. କରୋଡ଼ ଓ ବଂ. କ୍ରୋର୍ ଶବ୍ଦର ଅନୁକରଣରେ ଇଂରାଜୀରେ କ୍ରୋର୍ ଶବ୍ଦ ଚଳିଅଛି) —
ଏକ କୋଟି —Ten millions.
ଦେ. ବିଣ —
ଏକ କୋଟି ସଂଖ୍ୟକ —Numbering ten millions.