Jump to content

କ୍ରୋଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୋଶ
ଉଚ୍ଚାରଣ: Kroṡa

ସଂ. ବି (କ୍ରୁଶ୍ ଧାତୁ=କାନ୍ଦିବା, ଆହ୍ବାନ କରିବା) —

୧: (+ସଜ୍ଞାର୍ଥେ. ଅ) କୋଶ; ଦୁଇ ମାଇଲ; ଆଠ ହଜାର ହାତ (ଦୁଇ ମାଇଲରୁ କିଛି ବେଶି) — ୧. A distance about of two miles; one Kroṡ.

୨: (+ଭାବ. ଅ)—କ୍ରନ୍ଦନ — ୨. Crying; weeping; lamenation.

୩: (+ଭାବ. ଅ)—ଉଚ୍ଚୈସ୍ବରରେ ଆହ୍ବାନ — ୩. Loud call; hallo.