Jump to content

କ୍ରୋଷ୍ଠୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୋଷ୍ଠୁ
ଉଚ୍ଚାରଣ: Kroshṭhu

ଦେ. ବି (ସଂ. କ୍ରୋଷ୍ଟ) —

ବିଲୁଆ — Jackal.

ବଜ୍ରଦଂଷ୍ଟ୍ର ବିମାନେ କ୍ରୋଷ୍ଠୁ କୋଟି ଯେ—ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ