Jump to content

କ୍ରୌଞ୍ଚଦାରକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୌଞ୍ଚଦାରକ
ଉଚ୍ଚାରଣ: Kr&aline;&uline;n̄chadāraka

ସଂ. ବି. ପୁଂ (ବହୁବ୍ରୀହି; ଏ କ୍ରୌଞ୍ଚ ପର୍ବତକୁ ବିନ୍ଧ କରିଥିବାରୁ) —

କାର୍ତ୍ତିକେୟଙ୍କ ନାମ — A name of Kārttikeya.