Jump to content

କ୍ରୌଞ୍ଚମିଥୁନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୌଞ୍ଚମିଥୁନ
ଉଚ୍ଚାରଣ: Kr&aline;&uline;n̄cha mithuna

ସଂ. ବି. (୬: ଷ୍ଠୀ ତତ୍; କ୍ରୌଞ୍ଚ+ମିଥୁନ) —

ବଗଲାବଗଲୀ; ବଗୁଲାବଗୁଲୀ; ବଗ ପକ୍ଷୀଙ୍କ ଯୋଡ଼ା — A pair (male and female) of Pond-herons.

[ ଦ୍ର—ବାଲ୍ମୀକି ବନରେ ବୁଲୁଥିବା ବେଳେ ଜଣେ ବ୍ୟାଧି କ୍ରୌଞ୍ଚନିଥୁନ ମଧ୍ୟରୁ ଗୋଟିକୁ ମାରି ଦେବାରୁ ବାଲ୍ମୀକି ଦୁଃଖ ଓ ଭାବର ଆବେଗରେ ଗାଇଲେ —

ମା ନିଷାଦ ପ୍ରତିଷ୍ଠାଂ ତ୍ବମଗମଃ ଶାଶ୍ବତୀ ସମା ୟତ୍ କ୍ରୌଞ୍ଚମୁଥୁନାଦେକଃମବଧୀଃ କାମମୋହିତଂ

ଏହାହିଁ ସଂସ୍କୃତର ଆଦ୍ୟ ଶ୍ଳୋକ ହେଲା—ଏହା ରାମାୟଣରେ ବର୍ଣ୍ଣିତ ଅଛି ]