କ୍ରୌଞ୍ଚରନ୍ଧ୍ର
ଦେଖଣା
କ୍ରୌଞ୍ଚରନ୍ଧ୍ର —
ଉଚ୍ଚାରଣ: Kr&aline;&uline;n̄charandhra
ସଂ. ବି. —
ହିମାଳୟ ପର୍ବତରେ ଥିବା ରନ୍ଧ୍ରବିଶେଷ — Name of a hole in the Himalayas.
[ ଦ୍ର—ଏହି ପଥ ଦେଇ ପକ୍ଷୀମାନେ ତିଦ୍ଦତ ଅଞ୍ଚଳକୁ ୟାଆନ୍ତି ଏ ରନ୍ଧ୍ର ପରଶୁରାମଙ୍କ କୀର୍ତ୍ତି ଓ ଏହା ଗୋଟିଏ ଟନେଲ୍ ବା ସୁଡ଼ଙ୍ଗ ପରି]