Jump to content

କ୍ରୌଞ୍ଚସ୍ବର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୌଞ୍ଚସ୍ବର
ଉଚ୍ଚାରଣ: Kr&aline;&uline;n̄chaswara

ସଂ. ବି. —

୧: କ୍ରୌଞ୍ଚପକ୍ଷୀର ସ୍ବର — ୧. The sound of a heron.

୨: ମଧୂର କିରଣ ସ୍ବର — ୨. Sweet plaintive voice.

କୃପାଲୋକ ଲୋଚନେ ଦେଇ ଲୋଚନ କହନ୍ତି କ୍ରୌଞ୍ଚସ୍ବରରେ ଚାଟୂ ବଚନ ଦୀନକୃଷ୍ନ ରସକଲ୍ଲୋଳ