କ୍ରୌଶଶତିକ
ଦେଖଣା
କ୍ରୌଶଶତିକ —
ଉଚ୍ଚାରଣ: Kr&aline;&uline;ṡaṡatika
ସଂ. ବି. ପୁଂ. (କ୍ରୋଶଶତ+ଇକ) —
୧: ଯେଉଁ ସନ୍ୟାସୀ ଶହେ କୋଶ ପର୍ୟ୍ୟଟନ କରିଅଛନ୍ତି —୧. A mendicant who has travelled two hundred miles.
୨: ଯେଉଁ ଗୁରୁଙ୍କଠାରୁ ଶିକ୍ଷା ପାଇବାକୁ ଶହେ କୋଶ ଦୂରରୁ ମଧ୍ୟ ଶିଷ୍ୟମାନେ ଆସନ୍ତି — ୨. A preceptor to whom students from even two hundred miles come for instruction.