Jump to content

କ୍ରୟିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୟିକ
ଉଚ୍ଚାରଣ: Krayika
(କ୍ରୟିକା—ସ୍ତ୍ରୀ)

ସଂ. ବିଣ. ପୁଂ. (କ୍ରୀ ଧାତୁ+କର୍ତ୍ତୃ. ଇକ) —

କ୍ରେତା; ଯେ କିଣେ — Purchasing; buying.

ସଂ. ବି. ପୁଂ —

୧: କିଣିବା ଲୋକ; ଖରିଦଦାର୍ — ୧. Purchaser; buyer.

୨: ବେପାରୀ; ବଣିକ — ୨. Trader; merchant.