ଶବ୍ଦାର୍ଥ:
କ୍ରୟୀ — ଉଚ୍ଚାରଣ: Krayī (କ୍ରୟିଣୀ—ସ୍ତ୍ରୀ)
ସଂ. ବିଣ. ପୁଂ —
କ୍ରେତା; ଯେ କିଣେ — Buying; purchasing.