Jump to content

କ୍ରୟ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୟ୍ୟ
ଉଚ୍ଚାରଣ: Kraj̄ya

ସଂ. ବିଣ. (କ୍ରୀ ଧାତୁ+କର୍ମ. ୟ) —

୧: କିଣିବା ଯୋଗ୍ୟ — ୧. Fit to be purchased.

୨: ଲୋକେ କିଣିବା ପାଇଁ ପ୍ରକାଶ୍ୟରେ ହାଟରେ ପ୍ରଦର୍ଶିତ — ୨. Exhibited for sale in the market.